ଏହା ବୋଧେ ପ୍ରଥମଥର ପାଇଁ OSM ରେ ଓଡ଼ିଆରେ କେହି ଦୈନନ୍ଦିନୀ ଲେଖିଲେ । ମୋର ୱେବସାଇଟ ସ୍ଥାନୀୟକରଣ ଆରମ୍ଭ କରିବା ପରେ ବୋଧହୁଏ ଏହି ବିକଳ୍ପଟି ବ୍ୟବହାରକାରୀ ପୃଷ୍ଠାରେ ଦେଖାଗଲା ।
ସେ ଯାହା ବି ହେଉ, ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ 🎉 ।
ଆମର ଲକ୍ଷ୍ୟ: ଓଡ଼ିଶାର ପ୍ରତ୍ୟେକ ଗ୍ରାମର ମାନଚିତ୍ର ନିର୍ମାଣ
ବନ୍ଦେ ଉତ୍କଳ ଜନନୀ 🙏🏼